• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ଝାଡ଼େଶ୍ୱର ମନ୍ଦିରଟି ଝାରସୁଗୁଡ଼ା ରେଳଷ୍ଟେସନରୁ ୧ କି.ମି. ଦୂରରେ ଅବସ୍ଥିତ ପୁରୁଣାବସ୍ତି ନିକଟେରେ ଥିବା ଏକ ଛୋଟ ଜଙ୍ଗଲ ମଧ୍ୟରେ ଅଛି ।ଏଠାରେ ଏକ ସ୍ୱୟଂ ବିର୍ଭୂତ ଶିବଲିଙ୍ଗ ପୂଜା ପାଉଛନ୍ତି ଯାହାର ପ୍ରକୃତରେ ଆବିର୍ଭାବ କେବେ ହୋଇଥିଲା ଆଜିପର୍ଯ୍ୟନ୍ତ ଏକ ରହସ୍ୟ । କିନ୍ତୁ ଗୋବିନ୍ଦ ସିଂ ଜମିଦାରଙ୍କ ଜମିଦାରୀ କାଳରେ ଏହା ଏକ ପତ୍ର ନିର୍ମିତ କୁଡ଼ିଆରେ ପୂଜା ପାଉଥିଲେ । ୧୯୧୬ ମସିହାରେ ମୁଲଜୁ ଜଗମଲ ନାମକ ଜଣେ ଗୁଜୁରାତି କଣ୍ଟ୍ରାକ୍ଟର ଏକ ଛୋଟ ମନ୍ଦିର ତୋଳାଇଥିଲେ । ଝାରସୁଗୁଡ଼ାର ଜମିଦାର ଏହି ମନ୍ଦିରର ପୂଜା ପାଇଁ ସୋବାୟତ ନିଯୁକ୍ତି କରି ରକ୍ଷଣାବେକ୍ଷଣ ପାଇଁ ନିଜର ଚାଷପଯ଼ୋଗୀ ଜମି ମଧ୍ୟ ଦାନ କରିଥିଲେ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା

ସଡ଼କ ପଥରେ
ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୧ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୧ କି.ମି.

ଝାଡ଼େଶ୍ୱର ମନ୍ଦିର ସାମନା , ଝାଡ଼େଶ୍ୱର ମନ୍ଦିର ଯାତ୍ରା , ଝାଡ଼େଶ୍ୱର ମନ୍ଦିର କଣ