• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା ଗୁଡିକ କଣ

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- SECC-୨୦୧୧ ତାଲିକାକୁ ଭିତ୍ତିକରି ପ୍ରସ୍ତୁତ ହୋଇଥିବା ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।
  • ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।
  • ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- ନିର୍ମାଣ ଶ୍ରମିକ ରୂପେ ଅନ୍ୟୁନ ୧ ବର୍ଷ ପଞ୍ଜୀକରଣ ହୋଇଥିବା ଏବଂ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।

ହିତାଧିକାରୀ ରୂପେ ଚୟନ ହୋଇଛନ୍ତି କି ନାହିଁ କିପରି ଜାଣିବେ ଏବଂ କାହା ସହିତ ଯୋଗାଯୋଗ କରିବେ

  • ଅଗ୍ରାଧିକାର ତାଲିକା ବ୍ଲକ / ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ / ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରେ ଉପଲବ୍ଧ । ଏହାକୁ ତନଖିକରି ନିଜ ପରିବାରର କ୍ରମିକ ସଂଖ୍ୟା ଜାଣିରଖନ୍ତୁ ।
  • ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ମଧ୍ୟ ଗୃହ ପାଇନଥିଲେ ତାହାର କାରଣ ଜାଣିବା ପାଇଁ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କୁ ଯୋଗାଯୋଗ କରନ୍ତୁ ଏବଂ କାରଣ ଜାଣନ୍ତୁ ।
  • ନିର୍ମାଣ ଶ୍ରମିକ ରୂପେ ପଞ୍ଜୀକୃତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ସମ୍ପୃକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ।
  • ନିର୍ମାଣ ଶ୍ରମିକ ରୂପେ ଅନ୍ୟୁନ ୧ ବର୍ଷ ପଞ୍ଜୀକୃତ ହୋଇ ଗୃହ ନଥାଇ କିମ୍ବା କଚ୍ଚା ଘରେ ରହୁଥିଲେ, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଗୃହ ପାଇବାପାଇଁ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କୁ ଯୋଗାଯୋଗ କରନ୍ତୁ ।

ହିତାଧିକାରୀ ରୂପେ ଚୟନ ହେଲେ କଣ କଣ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ

  • ବ୍ୟାଙ୍କ ଖାତା, ଆଧାର କାର୍ଡ଼, ଭୋଟ ପରିଚୟ ପତ୍ର, MGNREGA କାର୍ଯ୍ୟ ପତ୍ର ଇତ୍ୟାଦି ର ନକଲ ।
  • ଗୃହ ନିର୍ମାଣ କରାଯିବା ସ୍ଥାନର ପଟ୍ଟା / କବଲା (SALE DEED) ଇତ୍ୟାଦି ର ନକଲ ।

ହିତାଧିକାରୀ ରୂପେ ଚୟନ ହେଲେ କଣ ପାଇବେ

  • ଗୃହ ନିର୍ମାଣ ବାବଦକୁ ୪ଟି କିସ୍ତିରେ ଟ.୧,୨୦,୦୦୦/- ଙ୍କ।ର ଆର୍ଥିକ ସହାୟତା ।(ପ୍ରଥମ କିସ୍ତି – ଟ.୨୦,୦୦୦/-, ଦ୍ଵିତୀୟ କିସ୍ତି – ଟ.୩୦,୦୦୦/-, ତୃତୀୟ କିସ୍ତି – ଟ.୪୦,୦୦୦/-, ଚତୁର୍ଥ କିସ୍ତି – ଟ.୩୦,୦୦୦/-)
  • ଗୃହ ନିର୍ମାଣ ବାବଦକୁ ମନରେଗାରୁ ୯୦ ଦିନର ମଜୁରି ।
  • ପାଇଖାନା ନିର୍ମାଣ ବାବଦକୁ ମନରେଗାରୁ ଟ.୧୨,୦୦୦/- ଙ୍କ।ର ଆର୍ଥିକ ସହାୟତା ।
  • ସୋକ୍ ପିଟ୍ ନିର୍ମାଣ ବାବଦକୁ ମନରେଗାରୁ ଟ.୫,୬୦୦/- ଙ୍କ।ର ଆର୍ଥିକ ସହାୟତା ।
  • ଜିଆ ଖତ କୁଣ୍ଡ ନିର୍ମାଣ ବାବଦକୁ ମନରେଗାରୁ ଟ.୨୦,୦୦୦/- ଙ୍କ।ର ଆର୍ଥିକ ସହାୟତା ।

ଏଥିସହିତ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କଲେ ଟ. ୨୦,୦୦୦/- କିମ୍ବା ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କଲେ ଟ. ୧୦,୦୦୦/- ଅତିରିକ୍ତ ପ୍ରୋତ୍ସ।ହନ ରାଶି ପାଇବେ ।

ବିଶେଷ ସୂଚନା :- କୌଣସି ସରକାରୀ କର୍ମଚାରି କିମ୍ବା ବ୍ୟକ୍ତି ବିଶେଷ ଉପୋରୋକ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ଯଦି ଲାଞ୍ଚ ମାଗନ୍ତି ତେବେ ସମ୍ପୃକ୍ତ ବିଡ଼ିଓଙ୍କୁ ଜଣ।ନ୍ତୁ ।

ସୌଜନ୍ୟ : ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା

Physical Progress under Rural Housing Scheme – Jharsuguda

Report as on 10th  July 2019

Pradhan Mantri Awaas Yojana
Sl No.BLOCKSPILLOVER TARGETTARGET FOR FY 2019-20TOTAL TARGETHOUSE COMPLETED%  of Achiev.
1Jharsuguda21514531668694
2Kirmira11517041819513
3kolabira5814801538201
4Laikera20213391541624
5Lakhanpur730602467542624
 TOTAL132012000133204643
Biju Pucca Ghar Yojana
Sl No.BLOCKSPILLOVER TARGETTARGET FOR FY 2019-20TOTAL TARGETHOUSE COMPLETED%  of Achiev.
1Jharsuguda360361439
2Kirimira23023835
3kolabira909667
4Laikera16016638
5Lakhanpur11201124439
 TOTAL19601967840