• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କାର୍ଯ୍ୟସୂଚୀ ର ବିବରଣୀ :-

କ୍ରିଡା ଛାତ୍ରାବାସ ର ଚୟନ ପ୍ରକ୍ରୀୟା

ଓଡିଶା କ୍ରିଡା ଛାତ୍ରାବାସ ପାଇଁ  ପ୍ରତିବର୍ଷ  ଚୟନ ପ୍ରକ୍ରିୟା ଜିଲ୍ଲା ରେ ଅନୁଷ୍ଟିତ  ହୁଏ ।  ଏହି  ପ୍ରକ୍ରିୟା ବିଭିନ୍ନ ଖେଳ କୁଦ ପାଇଁ ଅନୁଷ୍ଠିତ ଅଟେ ଯଥା ଦୌଡ କୁଦ , ଧନୁ ଚାଲାଣ, ବାସ୍କେଟ ବଳ, ଭୋଳିବଳ, ଫୁଟ ବଳ , ହକି ,ଭାରଉତ୍ତୋଳନ, କୁସ୍ତି ,କବାଡି, ସନ୍ତରଣ ।ଏହି  ପ୍ରକ୍ରିୟା ପାଇଁ ବୟସ ସୀମା ୯ ବର୍ଷ  ରୁ ୧୨ ବର୍ଷ ଭିତରେ ଏବଂ ସପ୍ତମ ଶ୍ରେଣୀ ରେ ପଢୁ ଥିବ ।ଏହି ବର୍ଷ ଝାରସୁଗୁଡା ଜିଲ୍ଲା ରୁ ୨୩ ଜଣ ଖେଳାଳି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଥିଲେ  ତନ୍ମଧ୍ୟରୁ ୧୫ ଜଣ ଖେଳାଳି ବିଭିନ୍ନ କ୍ରିଡା  ଛାତ୍ରାବାସ ରେ ଉତ୍ତୀର୍ଣ ହୋଇ ଖେଳ କୁଦ ତାଲିମ ନଉଛନ୍ତି ।

ଯୁବ ମହୋତ୍ସବ କାର୍ଯକ୍ରମ

କ୍ରିଡା ଓ ଯୁବସବା ବିଭାଗ ତରଫରୁ ପ୍ରତିବର୍ଷ ଜିଲ୍ଲା ସ୍ତର ରେ ଯୁବ ମହୋତ୍ସବ କାର୍ଯକ୍ରମ ଅନୁଷ୍ଟିତ  ହୁଏ ।  ଏହି ଯୁବ  ମହୋତ୍ସବ କାର୍ଯ୍ୟକ୍ରମରୁ ରାଜ୍ୟ ସ୍ତର ପାଇଁ ଦଳ ଚୟନ କର।ଯାଏ ।ଏହି ବର୍ଷ ଝାରସୁଗୁଡା ଜିଲ୍ଲା ରୁ ୪୪ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଦେବଗଡ ଜିଲ୍ଲା କୁ  ଯାଇ ଥିଲେ ।

ଆଦିବାସୀ କ୍ରିଡା ପ୍ରତିଯୋଗୀତା

ଏହା  ଏକ ରାଜ୍ୟ ସରକାରଙ୍କ ନୂଆ ଯୋଜନା। ଜଉଥିରେକି  ଆଦିବାସୀ ଲୋକଙ୍କ ର  କ୍ରିଡା ର ବିକାଶ ପାଇଁ ଉଦ୍ଦିଷ୍ଟ ।
ଝାରସୁଗୁଡା ଜିଲ୍ଲା ରୁ ୫୭ ଜଣ ଖେଳାଳି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଥିଲେ  ତନ୍ମଧ୍ୟରୁ ଝାରସୁଗୁଡା ଜିଲ୍ଲା ର ମହିଳା ଫୁଟବଳ ଦଳ  ରାଜ୍ୟ ସ୍ତରରେ ବିଜେତା ହୋଇ ଥିଲେ । ଏବଂ ଦୁଇ ଜଣ ମହିଳା ଖେଳାଳି ଦୌଡ କୁଦ ପ୍ରତିଯୋଗୀତା ରେ ରାଜ୍ୟ ସ୍ତରରେ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅର୍ଜନ କରିଥିଲେ ।

ଜାତୀୟ କ୍ରିଡା ଦିବସ

ପ୍ରତିବର୍ଷ ୨୯ ଅଗଷ୍ଟ ରେ ହକି ଯାଦୁଗର ସ୍ଵର୍ଗୀୟ ଧ୍ୟାନଚାନ୍ଦ ଙ୍କ ଜନ୍ମ ବାର୍ଷିକ ପାଳନ କରଯାଏ । ଗତ ବର୍ଷ ଝାରସୁଗୁଡା ଜିଲ୍ଲା ରେ ଗୋଟିଏ ବିରାଟ ସମୂହ ରାଲି ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ବେହେରାମଲ କିଶାନ ଛକ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା ।  ଏଥିରେ ୨୦୦ ରୁ  ୨୩୦ ବିଭିନ୍ନ ବିଦ୍ୟାଳୟ ଏବଂ  ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଭାଗ ନେଇ ଥିଲେ ।

ମହିଳା କ୍ରିଡା ପ୍ରତିଯୋଗୀତା

ଗତବର୍ଷ ଏହି  ମହିଳା କ୍ରିଡା ପ୍ରତିଯୋଗୀତା ରାଜ୍ୟ ସରକାର ଙ୍କ  ଦ୍ଵାରା ଅନୁଷ୍ଠିତ ହୋଇ ପାରିନଥିଲା ।

ଗ୍ରାମୀଣ କ୍ରିଡା ପ୍ରତିଯୋଗୀତା

ଗତବର୍ଷ ଏହି  ଗ୍ରାମୀଣ କ୍ରିଡା ପ୍ରତିଯୋଗୀତା ରାଜ୍ୟ ସରକାର ଙ୍କ  ଦ୍ଵାରା ଅନୁଷ୍ଠିତ ହୋଇ ପାରିନଥିଲା ।

ଯୋଜନା ର ବିବରଣୀ

  1.  କ୍ରୀଡାବିତ ର ପରିଚୟ ପତ୍ର
  2.  କ୍ରୀଡାବିତ ର ଖେଳ ର ପ୍ରମାଣ ପତ୍ର ର ମାନ୍ୟତ।
  3.  ବିଜୁ ପଟ୍ଟନାୟକ କ୍ରିଡା ପୁରସ୍କାର
  4.  କ୍ରୀଡାବିତ ପାଇଁ ପେନସନ୍ ର ଯୋଜନା
  5.  ପ୍ରୋତ୍ସାହନ ଏବଂ ଆର୍ଥିକ ପୁରସ୍କାର
  6.  ଫାଇନାନ୍ସିୟାଲ ଏସିଷ୍ଟାନ୍ଟ ଟୁ ଆଉଟଷ୍ଟାନଡିଙ୍ଗ  ସ୍ପୋର୍ଟ୍ସ ପର୍ସନ୍ସ ଫୋର ଇନ୍ଟରନ୍ଯାଶନାଲ ପାର୍ଟିସିପେସୋନ
  7.  ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
  8. ସମାଜ ସେବା ପାଇଁ ରାଜ୍ୟସ୍ତରୀୟ  ପୁରସ୍କାର
  9. ଶାରୀରିକ ଶିକ୍ଷା ପାଇଁ  ପରୀକ୍ଷା