- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଶିକ୍ଷା
- ଜରୁରୀକାଳୀନ ବିଭାଗ
- ନିୟୁକ୍ତି
- ସ୍ବାସ୍ଥ୍ୟ
- ଶ୍ରମ ଓ ଇଏସଆଇ
- ପୌରପାଳିକା
- ଆରକ୍ଷୀ କେନ୍ଦ୍ର (ପୁଲିସ ଥାନା)
- ସ୍ୱଳ୍ପ ସଞ୍ଚୟ
- ସାମାଜିକ ସୁରକ୍ଷା
- ସମାଜ କଲ୍ୟାଣ
- କ୍ରୀଡ଼ା ଓ ଯୁବସେବା
ସ୍ୱଳ୍ପ ସଞ୍ଚୟ ଉଭୟ ବ୍ୟାଙ୍କ ତଥା ପୋଷ୍ଟ ଅଫିସରେ କରାଯାଇପାରେ ଯଥା ବିଭିନ୍ନ ଯୋଜନା କିଷାନ ବିକାଶ ପତ୍ର, ଡାକଘର ମାସିକ ଆୟ ଯୋଜନା, ୫ ବର୍ଷିଆ , ବରିଷ୍ଟ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ୮ମ ଈସ୍ଵ୍ୟୁମିଆଦି ଜମା, ସୁକନ୍ୟା ସମୃଦ୍ଧି ଯୋଜନା , ପୌନଃପୁନିକ ଜମା,ଇତ୍ୟାଦିରେ ବର୍ଷକୁ ପ୍ରତି ୨୦୦୦ ଟଙ୍କା ସଞ୍ଚୟ ଉପରେ ଏକ କୁପନ ମିଳେ।
| ପ୍ରଚଳିତ ସଞ୍ଚୟ ଯୋଜନା | ସୁଧର ହାର ୦୧.୦୪.୨୦୧୯ ରୁ୩୦.୦୬.୨୦୧୯ | ସୁଧର ହାର ୦୧.୦୭.୨୦୧୯ ରୁ୩୦.୦୯.୨୦୧୯ | ସୁଧର ଅବଧି |
|---|---|---|---|
| ଡାକଘର ସଞ୍ଚୟ ବ୍ୟାଙ୍କ | ୪.୦ | ୪.୦ | ବାର୍ଷିକ |
| ମିଆଦି ଜମା ୧ ବର୍ଷିଆ | ୭.୦ | ୬.୯ | ତ୍ରୈମାସିକ |
| ୨ ବର୍ଷିଆ | ୭.୦ | ୬.୯ | ତ୍ରୈମାସିକ |
| ୩ ବର୍ଷିଆ | ୭.୦ | ୬.୯ | ତ୍ରୈମାସିକ |
| ୫ ବର୍ଷିଆ | ୭.୦ | ୬.୯ | ତ୍ରୈମାସିକ |
ପୌନଃପୁନିକ ଜମା
(ପୋଷ୍ଟ ଅଫିସ ରେକରିଂ ଡିପୋଜିଟ ସ୍ମିମ) | ୭.୮ | ୭.୭ | ତ୍ରୈମାସିକ |
| ବରିଷ୍ଟ ନଗରିକ ସଞ୍ଚୟ ଯୋଜନା | ୮.୭ | ୮.୬ | ତିନି ମାସରେ ଥରେ ସୁଧ ପ୍ରଦାନ କରାଯାଏ |
| ଡାକଘର ମାସିକ ଆୟ ଯୋଜନା । | ୭.୭ | ୭.୬ | ମାସକୁ ମାସ ସୁଧ ମିଳେ । |
| ଜାତୀୟ ସଞ୍ଚୟ ସାର୍ଟିଫିକେଟ ୮ମ ଈସ୍ଵ୍ୟୁ | ୮.୦ | ୭.୯ | ବାର୍ଷିକ |
| ପବ୍ଲିକ ପ୍ରୋଭିଡେଣ୍ଟ ଫୁଣ୍ଡ ଜମା | ୮.୦ | ୭.୯ | ବାର୍ଷିକ |
| କିଷାନ ବିକାଶ ପତ୍ର | ୭.୭(୧୧୨ ମାସରେ ଦ୍ଵିଗୁଣ ହୁଏ) | ୭.୬ (୧୧୩ ମାସ ରେ ଦ୍ବିଗୁଣ ହୁଏ) | ବାର୍ଷିକ |
| ସୁକନ୍ୟା ସମୃଦ୍ଧି ଯୋଜନା | ୮.୫ | ୮.୪ | ବାର୍ଷିକ |
ଝାରସୁଗୁଡା ଜିଲ୍ଲାରେ ମୋଟ ୫୬ ଜଣ ଏସଏଏସ ଏବଂ ୭୭ଜଣ ଏମପିକେବିଆଇ ଏଜେନ୍ଟ କାମ କରୁଛନ୍ତି।୨୦୧୮-୧୯ ବର୍ଷରେ ୧୫୬,୯୦କୋଟି ଟଙ୍କା ସଞ୍ଚୟ ହୋଇଛି,ଟାର୍ଗେଟ ୭୫ କୋଟି ଟଙ୍କା ଥିଲା,୧୯୫.୮୭% ହୋଇଥିଲା । ୨୦୧୯ ମେ ପର୍ଯ୍ୟନ୍ତ ୧୬.୬୪ କୋଟି ଟଙ୍କା ସଞ୍ଚୟ ହୋଇଥିଲା । ଗତ ଏପି ସିରିଜରେ ମୋଟ୧୭୮୮୫୯ କୁପନ ବଣ୍ଟା ଯାଇଥିଲା । ୱେବସାଇଟ ୧ ଅଗଷ୍ଟରୁ ୨୮ ଫେବ୍ତୃଆରୀ ପର୍ଯ୍ୟନ୍ତ ଖୋଲା ରହେ । ଲଟେରୀ ଉଠାଣ ଏପ୍ରିଲ ,୨୮ରେ ହୁଏ ।