• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଉଦ୍ଦେଶ୍ୟ

  • ତାଲିମ ଓ ରାଜ୍ୟ ଭିତରେ ଓ ବାହାରେ ଥିବା ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ବାହ୍ୟଭ୍ରମଣ(Exposure Visit) ମାଧ୍ୟମରେ ମୂଳ ସ୍ତରରେ ନିୟୋଜିତ ଥିବା କ୍ଷେତ୍ର ସଂପ୍ରସାରଣ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ।
  • କ୍ଷେତ୍ର କର୍ମଚ଼ାରୀଙ୍କ ବ୍ୟାପକ କ୍ଷେତ୍ର ପରିଦର୍ଶନ ଓ ତାଲିମ ଏବଂ ସଭାମାନ ଆୟୋଜନ କରାଯାଇ କୃଷକ ଗୋଷ୍ଠୀଙ୍କ ମଧ୍ୟରେ କୃଷି ସମ୍ବନ୍ଧୀୟ ନୂଆ ନୂଆ ପ୍ରଯ଼ୁକ୍ତି ବିଦ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ।
  • ବିକାଶଶୀଳ କୃଷକ ଗୋଷ୍ଠୀଙ୍କ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ କୃଷି ସମ୍ବନ୍ଧୀୟ ଭାବ ବିନିମୟର ପରିବେଶ ସୃଷ୍ଟି କରିବା ।
  • ଶତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଜୈବିକ ସାର ଓ ସନ୍ତୁଳିତ ମାତ୍ରରେ ରାସାୟନିକ ସାରର ପ୍ରୟୋଗ ।
  • ପ୍ରଯୁକ୍ତିଗତ କୀଟ ଅନୁସନ୍ଧୀନୀ ଦଳ ଓ ରାସାୟନିକ କୀଟନାଶକର ସୀମିତ ପ୍ରୟୋଗ କରି ରୋଗ ଓ ପୋକ ଦାଉରୁ ଶତ୍ସ୍ୟକୁ ସୁରକ୍ଷିତ ରଖିବା ।
  • ଜଳନିଧି(PLIP), କୃଷି ପୋଖରୀ କାର୍ଯ଼୍ୟକ୍ରମ ମାଧ୍ୟମରେ ଜଳସେଚ଼ନର ସମ୍ଭାବନାକୁ ବୃଦ୍ଧି କରିବା ।
  • ଶ୍ରମିକ ସମସ୍ୟାର ଲାଘବ ତଥା ସମୟ ବଞ୍ଚାଇବା ପାଇଁ କୃଷି ଯ଼ନ୍ତ୍ରପାତିର ବ୍ୟାପକ ବ୍ୟବହାର ନିମନ୍ତେ ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଣ କରିବା ।
  • କୃଷିରେ ଉତ୍ତମ ଉତ୍ପାଦନ ନିମନ୍ତେ ବିଭାଗ ଦ୍ୱାରା କୃଷକ କୌନ୍ଦ୍ରିକ କାର୍ଯ଼୍ୟକ୍ରମ ସବୁ ଆୟୋଜନ କରାଯାଉଛି ଯଥା କ) କୃଷି ବିଦ୍ୟାଳୟ, ଖ) ତାଲିମ, ଗ)ପ୍ରଦର୍ଶନୀ, ଘ) କ୍ଷେତ୍ର ଦିବସ, ଙ) ବାହ୍ୟ କ୍ଷେତ୍ର ପରିଦର୍ଶନ, ଚ) ପୁରସ୍କାର ପ୍ରଦାନ କରି କୃଷକମାନଙ୍କୁ ସମ୍ୱର୍ଦ୍ଧନା ।

ମୃତ୍ତିକାର ସ୍ୱାସ୍ଥ୍ୟପତ୍ର କାର୍ଯ୍ୟକ୍ରମ

ମୃତ୍ତିକା ସ୍ୱାସ୍ଥ୍ୟପତ୍ର ୨୦୧୭-୧୮ ମୃତ୍ତିକା ନମୁମା ସଂଗ୍ରହର କାର୍ଯ୍ୟକ୍ରମ ଓ ଲକ୍ଷ୍ୟହାସଲ

ସ୍ୱାସ୍ଥ୍ୟପତ୍ର କାର୍ଯ୍ୟକ୍ରମ
କ୍ର.ନଂବ୍ଲକର ନାମ୨୦୧୭-୧୮ ର ଲକ୍ଷ୍ୟସଂଗୃହୀତ ମୃତ୍ତିକା ନମୁନାର ସଂଖ୍ୟାପଞ୍ଜୀକୃତ ମୃତ୍ତିକା ନମୁନାର ସଂଖ୍ୟାପରୀକ୍ଷିତ ମୃତ୍ତିକା ନମୁନାର ସଂଖ୍ୟାମୁଦ୍ରିତ ମୃତ୍ତିକା ସ୍ୱାସ୍ଥ୍ୟପତ୍ର ସଂଖ୍ୟାବିତରିତ ମୃତ୍ତିକା ସ୍ୱାସ୍ଥ୍ୟପତ୍ର ସଂଖ୍ୟା
ଝାରସୁଗୁଡ଼ା୧୦୦୦୬୪୫୬୪୫୬୦୮୭୭୯୭୪୬
ଲଖନପୁର୨୦୭୦୨୦୭୦୨୦୭୦୧୪୩୫୪୨୭୪୨୭
କୋଲାବିରା୬୯୦୬୫୬୬୦୪୫୫୮୭୬୭୭୬୭
ଲଇକେରା୯୪୦୮୦୦୭୦୪୧୪୫୧୪ ୦୧୪୦
କିର୍ମିରା୬୦୦୬୦୦୬୦୦୫୯୩୪୨୩୨୮୫
 ମୋଟ୫୩୦୦୪୭୭୧୪୬୨୩୩୩୩୯୨୫୩୬୨୩୬୫

CSBD ଦ୍ୱିତୀୟ ଶସ୍ୟ ପ୍ରଦର୍ଶନ

୫୦୦ ହେକ୍ଟର ଜମି ମଧ୍ୟରୁ ୩୦୦ ହେକ୍ଟରରେ ମୁଗ ଏବଂ ୨୦୦ ହେକ୍ଟରରେ ବିରି । ଉଭୟ ବିହନ ବ୍ଲକମାନଙ୍କୁ ପଠାଯ଼ାଇସାରିଛି ଏବଂ ଅନ୍ୟ ଆନୁସଙ୍ଘିକ ଆବଶ୍ୟକତାର ଶୀଘ୍ର ଯୋଗାଣ ପାଇଁ ପରିଚ଼ାଲନା ନିର୍ଦ୍ଦେଶକ OAIC ଲିମିଟେଡ଼, ଭୁବନେଶ୍ୱରଙ୍କୁ ପତ୍ର ଦିଆଯାଇଛି । ନିମ୍ନ ଲିଖିତ ବ୍ୟାଟେରୀଚ଼ାଳିତ ଓ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ବିକ୍ରୟ କେନ୍ଦ୍ରମାନଙ୍କୁ ଯ଼ୋଗାଇ ଦିଆଯାଇ ସାରିଛି ।

CSBD ଦ୍ୱିତୀୟ ଶସ୍ୟ ପ୍ରଦର୍ଶନ
କ୍ର.ନଂବ୍ଲକର ନାମଆବଣ୍ଟିତ କ୍ଷେତ୍ର(ହେକ୍ଟରରେ)ମୁଗ (ହେକ୍ଟରରେ)ବିରି (ହେକ୍ଟରରେ)ବ୍ୟାଟେରୀଚ଼ାଳିତ ସିଞ୍ଚନ ଯନ୍ତ୍ର ସଂଖ୍ୟାହସ୍ତଚାଳିତ ସିଞ୍ଚନ ଯନ୍ତ୍ର ସଂଖ୍ୟା
ଝାରସୁଗୁଡ଼ା୧୦୦୭୫୨୫୧୨୫୦
ଲଖନପୁର୧୫୦୮୫୬୫୭୦୮୦
କୋଲାବିରା୭୫୪୦୩୫୩୫୨୦