• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଆକାଶ ପଥ :

ନିକଟସ୍ଥ ବିମାନ ବନ୍ଦର ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡା .

ରେଳ ଯୋଗେ :

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା ।

ସଡକ ପଥ :

ଭୁବନେଶ୍ଵରରୁ ଜାତୀୟ ରାଜପଥରେ ଝାରସୁଗୁଡା ହେଉଛି ୩୩୮ କି.ମି. ।

ଦର୍ଶନୀୟ ସ୍ଥାନର ଯ଼ୋଗାଯୋଗ

  • କୁଇଲିଘୁଘର ଜଳ ପ୍ରପାତ : ବେସରକାରୀ ଯାନ ଦ୍ୱାରା ବେଲପାହାଡ଼ରୁ ପହଞ୍ଚି ପାରିବେ ।
  • ଝାଡ଼େଶ୍ୱର ମନ୍ଦିର : ଝାରସୁଗୁଡ଼ାରୁ ବସ୍ ବା ଅଟୋ ଦ୍ୱାରା ପହଞ୍ଚା ଯାଇ ହେବ ।
  • ପାହାଡ଼ି ମନ୍ଦିର : ଆଞ୍ଚଳିକ ସୁବିଧାନୁସାରେ ଅଟୋ ବା କାର୍ ସାହାଯ୍ୟରେ ପହଞ୍ଚି ପାରିବେ ।
  • ବିକ୍ରମଖୋଲର ଶିଳା ଲେଖ : ଝାରସୁଗୁଡ଼ାରୁ ଯେ କୌଣସି ଯାନଦ୍ୱାରା ଲଖନପୁର ପହଞ୍ଚି ଯାଇପାରିବେ ।
  • ରାମଚ଼ଣ୍ଡୀ ମନ୍ଦିର : ଜିଲ୍ଲା ମୁଖ୍ୟ ସଦରରୁ ଯେ କୌଣସି ରେଳମାର୍ଗ ବା କାର ଦ୍ୱାରା ।