- କୃଷି
- ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା
- ଶିକ୍ଷା
- ଜରୁରୀକାଳୀନ ବିଭାଗ
- ନିୟୁକ୍ତି
- ସ୍ବାସ୍ଥ୍ୟ
- ଶ୍ରମ ଓ ଇଏସଆଇ
- ପୌରପାଳିକା
- ଆରକ୍ଷୀ କେନ୍ଦ୍ର (ପୁଲିସ ଥାନା)
- ସ୍ୱଳ୍ପ ସଞ୍ଚୟ
- ସାମାଜିକ ସୁରକ୍ଷା
- ସମାଜ କଲ୍ୟାଣ
- କ୍ରୀଡ଼ା ଓ ଯୁବସେବା
- ଅଣକୁଶଳୀ କାମ କରିବାକୁ ଇଚ୍ଛୁକ ଥିବା ପ୍ରତ୍ୟକ ଗ୍ରାମୀଣ ପରିବାର କୁ ବର୍ଷରେ ୧୦୦ ଦିନର କାମ ଯୋଗାଇ ଦିଆଯାଏ ।
- ଯୋଜନାରେ ସାମିଲ ହେବାକୁ ଗ୍ରାମପଞ୍ଚାୟତରେ ନାମ ପଞ୍ଜିକରଣ କରନ୍ତୁ।
- ପଞ୍ଜିକୃତ ହେବାର ୧୫ ଦିନ ମଧ୍ୟରେ ଜବକାର୍ଡ ଯୋଗାଇ ଦିଆଯାଏ।
- କାମ ପାଇବା ପାଇଁ ସି-୧ ଫର୍ମ ରେ ଲିଖିତ ଭାବରେ ଆବେଦନ କରନ୍ତୁ ।
- ଆବେଦନ କରିବାର ୧୫ ଦିନ ମଧ୍ୟରେ ଘରଠାରୁ ୫ କି.ମି. ଦୂରତା ମଧ୍ୟରେ କାମ ଯୋଗାଇ ଦିଆଯାଏ। ୫ କି.ମି. ଦୂରତା ବାହାରେ କାମ ଯୋଗାଇ ଦିଆଗଲେ ମଜୁରିର ୧୦ ପ୍ରତିଶତ ଅଧିକ ଟଙ୍କା ମିଳିବ ।
- ଆବେଦନ କରିବାର ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆନଗଲେ ବେରୋଜଗାରୀ ଭତ୍ତାର ବ୍ୟବସ୍ଥା ଅଛି ।
- କାମ କରିବାର ୧୫ ଦିନ ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତା ମାଧ୍ୟମରେ ମଜୁରି ପ୍ରଦାନ କରାଯାଏ ।
- ପୁରୁଷ ବ ମହିଳା ସମସ୍ତଙ୍କୁ ସମାନ ଭାବେ ମଜୁରି ବାବଦକୁ ୧୮୮ ଟଙ୍କା ପ୍ରଦାନ କରାଯାଏ ।
- କାର୍ଯ୍ୟସ୍ଥଳୀରେ ପାନୀୟ ଜଳ, ପ୍ରାଥମିକ ଚିକତ୍ସା, ଆଶ୍ରୟସ୍ଥଳୀ ଏବଂ ଶିଶୁର ଯତ୍ନ ବ୍ୟବସ୍ଥା କରାଯାଇଥାଏ ।
- କାମ କଲାବେଳେ ଦୁର୍ଘଟଣା ହେଲେ ମାଗଣାରେ ଚିକିତ୍ସା କରାଯାଏ ।
- ପ୍ରତ୍ୟେକ ମାସର ୧ମ ଓ ୩ୟ ବୁଧବାର ଗ୍ରାମପଞ୍ଚାୟତରେ ରୋଜଗାର ଦିବସ ପାଳନ କରାଯାଇ ଯୋଜନା ସମ୍ବନ୍ଧୀୟ ସବୁ ସମସ୍ୟାର ସମାଧାନ କରାଯାଏ ।
- ଯୋଜନା ସମ୍ବନ୍ଧୀୟ କୌଣସି ଅଭିଯୋଗ କିମ୍ବା ଅଧିକ ସୂଚନା ଜାଣିବା ପାଇଁ ମାଗଣା ଫୋନ ନଂ ୧୮୦୦-୩୪୫-୬୭୬୮ କୁ ଫୋନ କରନ୍ତୁ ।
PHYSICAL AND FINANCIAL PROGRESS UPTO JULY 2ND WEEK
Sl. No. | Implementing Agency | Total Labour Budget for | Total Labour Budget for | Total Labour Budget for |
---|---|---|---|---|
Projected Persondays for FY 2019-20 | Achieved | % of Ach. | ||
1 | Jharsuguda | 1,32,869 | 57,971 | 43.63 |
2 | Kirmira | 1,33,803 | 33,886 | 25.33 |
3 | Kolabira | 1,83,582 | 60,450 | 32.93 |
4 | Laikera | 2,02,011 | 56,676 | 28.06 |
5 | Lakhanpur | 3,47,735 | 1,04,266 | 29.98 |
District Total | 10,00,000 | 3,13,249 | 31.32 |
Sl. No. | Implementing Agency | Expenditure (in lakh) Upto the Month of July 2nd week | Expenditure (in lakh) Upto the Month of July 2nd week | Expenditure (in lakh) Upto the Month of July 2nd week |
---|---|---|---|---|
Projected Expenditure | Achieved | % of Ach. | ||
1 | Jharsuguda | 441.3 | 134.71 | 30.53 |
2 | Kirmira | 444.4 | 131.84 | 29.67 |
3 | Kolabira | 609.73 | 158.77 | 26.04 |
4 | Laikera | 670.94 | 132.96 | 19.82 |
5 | Lakhanpur | 1154.93 | 234.41 | 20.30 |
5 | Jharsuguda Total | 3321.3 | 792.69 | 23.87 |