ବର୍ଗ : ଧାର୍ମିକ
ପାହାଡି ମନ୍ଦିର ଟି ଝାରସୁଗୁଡା ରେଲୱେ ଷ୍ଟେସନ ରୁ ୩ କି.ମି. ଏବଂ ବସ ଷ୍ଟେସନ ରୁ ୩.୫ କି.ମି. ଦୂରରେ ଗୋଟିଏ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ଶିବ ପୂଜା ପାଆନ୍ତି ।ଏହି ପାହାଡ ଉପରୁ ଝାରସୁଗୁଡା ସହରଟି ବହୁତ ସୁନ୍ଦର ଦେଖାଯାଏ ।
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା
ସଡ଼କ ପଥରେ
ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୩ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩ କି.ମି.