• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ପାହାଡି ମନ୍ଦିର ଟି ଝାରସୁଗୁଡା ରେଲୱେ ଷ୍ଟେସନ ରୁ ୩ କି.ମି. ଏବଂ ବସ ଷ୍ଟେସନ ରୁ ୩.୫ କି.ମି. ଦୂରରେ ଗୋଟିଏ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିରରେ  ଭଗବାନ ଶିବ ପୂଜା ପାଆନ୍ତି ।ଏହି ପାହାଡ ଉପରୁ ଝାରସୁଗୁଡା ସହରଟି ବହୁତ ସୁନ୍ଦର ଦେଖାଯାଏ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା

ସଡ଼କ ପଥରେ
ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୩ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩ କି.ମି.

ପାହାଡି ମନ୍ଦିର ଭିତର ପାଖ , ପାହାଡି ମନ୍ଦିର ଗେଟ , ପାହାଡି ମନ୍ଦିର ସାମନା