ବର୍ଗ : ଧାର୍ମିକ
ଝାରସୁଗୁଡ଼ା ରେଳଷ୍ଟେସନ ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ରାମଚ଼ଣ୍ଡୀ ମନ୍ଦିର ଅବସ୍ଥିତ । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଇଁଥାନ୍ତି । ଏହି ଚ଼ଣ୍ଡି ପୀଠ ଇବ ନଦୀକୂଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ଅଛି । ଏହି ପୀଠକୁ ଓହ୍ଲାଇବାକୁ ଲୌହ ନିର୍ମିତ ସିଡ଼ିର ସାହାଯ଼୍ୟ ନେବାକୁ ପଡ଼େ । ଏହି ମନ୍ଦିରରୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳ ଦୃଶ୍ୟମାନ ହୋଇଥାଏ । ଏହା ଏକ ମନମୁଗ୍ଧକର ର୍ଦଶନୀୟ ସ୍ଥାନ ଏବଂ ବଣଭୋଜି ପାଇଁ ମଧ୍ୟ ଉପଯୁକ୍ତ ।
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା
ସଡ଼କ ପଥରେ
ବ୍ରଜରାଜନଗର ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩0 କି.ମି.